ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ, ୱାକଆଉଟ୍ କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଶନିବାର ‘ମହାରାଷ୍ଟ୍ର ବିକାଶ ଅଗାଢି’ ନେତା ଉଦ୍ଧବ ଠାକରେ ତାଙ୍କର ବହୁମତ ସାବ୍ୟସ୍ତ କରିଛନ୍ତି।

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଠିକା କର୍ମଚାରୀଙ୍କ ଧାରଣା, ୧୦ମାସ ହେଲା ମିଳିନି ଦରମା

ପୁରୀ : ୧୦ ମାସ ଧରି ଦରମା ନମିଳିବାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟଠାରେ ଅହୋରାତ୍ର ଧାରଣାରେ ବସିଛନ୍ତି ମେଡ଼ିକାଲ ଠିକା କର୍ମଚାରୀ ।
Show Buttons
Hide Buttons