ମାଡ଼ିଗଲା ବାଲି ଟ୍ରକ୍, ଯୁବକ ମୃତ biswabijayee Nov 4, 2019 ଅପରାଧ ଛତ୍ରପୁର, (ବି.ବି.ନୁ୍ୟଜ୍): ଛତ୍ରପୁର ଥାନା ବଡ଼ମାଧପୁର ଠାରେ ବାଲି ବୋଝେଇ ଟ୍ରକ ମାଡ଼ି ଯାଇ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକ!-->…
କଂଗ୍ରେସ ବିଧାୟକଙ୍କୁ ସ୍ୱାଗତ କଲେ ବିଜେଡି ସଭାନେତ୍ରୀ biswabijayee Nov 4, 2019 ଓଡ଼ିଶା ମୋହନା, (ବି.ବି.ନୁ୍ୟଜ୍): ଗତ ସାଧାରଣ ନିର୍ବାଚନ ପରେ ଗଜପତି ଜିଲ୍ଲାରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ନିର୍ବାଚନ ସରିବାର!-->…
ଛାତ୍ରୀଙ୍କୁ ମାଡ଼ ଅଭିଯୋଗ:ଧାରଣା ପରେ ଶିକ୍ଷୟିତ୍ରୀଙ୍କ ବଦଳି biswabijayee Nov 4, 2019 ଓଡ଼ିଶା ଫୁଲବାଣୀ,(ବି.ବି.ନୁ୍ୟଜ୍): ବିଭିନ୍ନ କାରଣ ନେଇ ଛାତ୍ରୀଙ୍କୁ ଦୁଇ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅଭିଯୋଗ!-->…
ବିଚାରାଧୀନ କଏଦୀଙ୍କ ମୃତ: ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତୁ୍ୟ ଅଭିଯୋଗ biswabijayee Nov 4, 2019 ଅପରାଧ ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ସ୍ୱତନ୍ତ୍ର କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତୁ୍ୟ ହୋଇଛି । ମୃତ କଏଦୀର ନାମ ଯୋଶେଫ!-->…
ଗୁଣିଗାରେଡ଼ି ସନେ୍ଦହ :ବାବା ଗୁପ୍ତେଶ୍ୱରଙ୍କ ଶରଣ ପଶିଲେ ଗ୍ରାମବାସୀ biswabijayee Nov 4, 2019 ଅନ୍ୟାନ୍ୟ ପୁରୁଣାକଟକ,(ବି.ବି.ନୁ୍ୟଜ୍): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳରେ ବଢ଼ି ଚାଲିଛି ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ!-->…
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଘଟଣା:ଅଭିଯୁକ୍ତର ଗିରଫ ଦାବିରେ ବିଜେଡିର ସ୍ମାରକପତ୍ର biswabijayee Nov 3, 2019 ଅପରାଧ କଟକ,(ବି.ବି.ବୁ୍ୟରୋ): ଆନନ୍ଦ ଭବନ ଭିତରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଘଟଣାରେ ବିଜେଡି ପକ୍ଷରୁ କାର୍ଯ୍ୟାନୁÂାନ ଦାବି!-->…
ଟାଙ୍ଗୀରେ ହାତୀ ଉପଦ୍ରବ:ଫସଲ ଖାଇଲେ, ଦଳିମନ୍ଥି ନଷ୍ଟ କଲେ biswabijayee Nov 3, 2019 ଅନ୍ୟାନ୍ୟ ଟାଙ୍ଗୀ,(ବି.ବି.ନୁ୍ୟଜ୍): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ର ଶାଳଗାଁ ଓ କହ୍ଲେଇପୁର ପଞ୍ଚାୟତରେ ହାତୀ ଉପଦ୍ରବ ଚଳାଇଛନ୍ତି । ଧାନ କ୍ଷେତରେ ପଶି!-->…
ଟ୍ରାଫିକ୍ ନିୟନ୍ତ୍ରଣରେ ପୁଲିସ ବିଫଳ, ୨ ଘଣ୍ଟା ଅଟକି ରହିଲା ଆମ୍ବୁଲାନ୍ସ biswabijayee Nov 3, 2019 ଅନ୍ୟାନ୍ୟ କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର କାଳୀପୂଜା ମେଳାକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହୋଇଥିବାର ନଗ୍ନ ନମୁନା ରବିବାର ଦେଖିବାକୁ!-->…
ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ଶିଶୁର ମୃତୁ୍ୟ biswabijayee Nov 3, 2019 ଅପରାଧ ମାଲକାନଗିରି,(ବି.ବି.ନୁ୍ୟଜ୍): ଠିକ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଜଣେ ଶିଶୁର ମୃତୁ୍ୟ ଘଟିଛି । ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ!-->…
ଗଳାକାଟି ବୃଦ୍ଧଙ୍କୁ ହତ୍ୟା biswabijayee Nov 3, 2019 ଅପରାଧ ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ସାପ୍ତାହିକ ହାଟ ସାରି ଜଙ୍ଗଲ ରାସ୍ତା ଦେଇ ଫେରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଗଳାକାଟି ନିର୍ମମ ଭାବେ!-->…