ମାଣିକସାଗର ଘାଇ ଭାଙ୍ଗିଲା:ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ biswabijayee Oct 26, 2019 ଓଡ଼ିଶା ପାତ୍ରପୁର,(ବି.ବି.ନୁ୍ୟଜ୍): ଲଗାଣ ବର୍ଷା ପ୍ରଭାବରେ ପାତ୍ରପୁର ବ୍ଲକ ଆମ୍ବପୁର ପଞ୍ଚାୟତର ମାଣିକପୁର ନିକଟ ମାଣିକସାଗର ଘାଇ ଶନିବାର!-->…
ବେଆଇନ ମଦ ଭାଟି ସ୍ଥାନାନ୍ତର ଦାବି:ଧାରଣା ଦେଲେ ମହିଳା biswabijayee Oct 26, 2019 ଓଡ଼ିଶା ଛତ୍ରପୁର, (ବି.ବି.ନୁ୍ୟଜ୍): ମହୁଲ ମଦଭାଟି ସ୍ଥାନାନ୍ତର ଦାବିରେ ମହିଳା ଧରଣାରେ ବସିଛନ୍ତି । ରମ୍ଭା ଥାନା ସାନରାମଚନ୍ଦ୍ରପୁର ପଞ୍ଚାୟତ!-->…
କ୍ଷତିପୂରଣ ଦାବି କଲା ବିଜେପି:ପଦ୍ମତୋଳା ନାଳ ଭାଙ୍ଗି ଦୁଇଶହ ହେକ୍ଟର ଫସଲ ନଷ୍ଟ biswabijayee Oct 26, 2019 ଓଡ଼ିଶା ପାତ୍ରପୁର,(ବି.ବି.ନୁ୍ୟଜ୍):ପଦ୍ମତୋଳା ନାଳରେ ବନ୍ୟା ଜଳ ପ୍ରବେଶ କରି ଏକାଧିକ ଘାଇ ସୃଷ୍ଟି ହୋଇଛି । ପାତ୍ରପୁର ବ୍ଲକ ବି.ନୂଆଗାଁ,!-->…
ବାପାଙ୍କୁ ପିଣ୍ଡଦାନ ବେଳେ ପୁଅ ମୃତ biswabijayee Oct 26, 2019 ଓଡ଼ିଶା ସାନଖେମୁଣ୍ଡି,(ବି.ବି.ନୁ୍ୟଜ୍): ଏମିତି ବି ଆସେ ମୃତୁ୍ୟ । ବାପାଙ୍କ ପିଣ୍ଡ ଦାନ କରିବା ସମୟରେ ପୁଅଙ୍କ ମୃତୁ୍ୟ । ସାନଖେମୁଣ୍ଡି ବ୍ଲକ୍!-->…
କୁଲଙ୍ଗ ଗ୍ରାମବାସୀଙ୍କ ଆକୁଳ ନିବେଦନ:ଆମକୁ ଶୀଘ୍ର ସ୍ଥାନାନ୍ତର କରାଯାଉ biswabijayee Oct 26, 2019 ଓଡ଼ିଶା ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଆମେ ଆଉ ଗାଁରେ ରହିପାରିବୁନି, ଆମକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ । ଯେତେ ଶୀଘ୍ର ପ୍ରଶାସନ ଆମକୁ!-->…
୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ biswabijayee Oct 25, 2019 ଅପରାଧ ନାରାୟଣପାଟଣା : ଗାଁକୁ ନାହିଁ ରାସ୍ତା । ଆସିପାରିଲାନି ଆମ୍ବୁଲାନ୍ସ। ୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ଏଭଳି ଏକ!-->…
ଖୋଲିଲା ଦୀପାଳିଙ୍କ ଫୋନ୍ର ଲକ୍ : ହ୍ବାଟ୍ସଆପ୍ ଚାଟ୍ରୁ ମିଳିଲା ରହସ୍ୟଜନକ ମୃତ୍ୟୁ ପଛର କାରଣ… biswabijayee Oct 25, 2019 ଅପରାଧ ଭୁବନେଶ୍ବର : ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବା ଭୁବନେଶ୍ବରର ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀଙ୍କ ଦୁଇଟି ଫୋନର ଲକ!-->…
ପୋଖରୀରେ ଭାସୁଛି ସଦ୍ୟଜାତ ଶିଶୁର ମୃତଦେହ, ଭୃଣ ହତ୍ୟା ସନ୍ଦେହ biswabijayee Oct 25, 2019 ଅପରାଧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ତାରିଣୀ ବନ୍ଧରେ ଭାସୁଥିବାର ଦେଖିବାକୁ ମିଳିଛି ଏକ ଶିଶୁର ମୃତ ଦେହ । ଏହି!-->…
ଆଜିର ରାଶିଫଳ biswabijayee Oct 25, 2019 ରାଶିଫଳ ମେଷ: ଷÂ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମ୍ମାନ ପାଇବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ରାଜନୀତିରେ ନେତୃତ୍ୱ!-->…
ଯନ୍ତ୍ରୀଙ୍କ ବେତନଟୀ ବାସଭବନରେ ଭିଜିଲାନ୍ସ ଚଢ଼ଉ biswabijayee Oct 25, 2019 ଅପରାଧ ବେତନଟୀ,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ବେତନଟୀ ଆନନ୍ଦ ବଜାର ଅଞ୍ଚଳର ଗଗନ ବିନ୍ଧାଣୀ ପୁରୀ ଜିଲ୍ଲା ସଦର ବ୍ଲକରେ ଯନ୍ତ୍ରୀ ଭାବେ!-->…