Browsing Category
ଅନ୍ୟାନ୍ୟ
ନବମ, ଦଶମ ପିଲାଙ୍କ ପାଇଁ କେନ୍ଦୁଝର ଡିଏମ୍ଏଫ୍ର ପଦକ୍ଷେପ
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀପିଲାଙ୍କୁ ଦିଆଯିବ!-->…
ଚାଷ ଜମି ପାଲଟିଲା ରଣକ୍ଷେତ୍ର
ମାଲକାନଗିରି, (ବି.ବି.ନୁ୍ୟଜ୍): ମାତ୍ର ୬ ଏକର ଜଙ୍ଗଲ ଜମିରେ ଚାଷକୁ ନେଇ ଗୋÂୀ ସଂଘର୍ଷ । ଦୁଇ ଗୋÂୀ ମଧ୍ୟରେ ମାରପିଟ ଲାଗି ୧୨ଜଣ ଆହତ!-->…
ସୁନା ଚେନ୍ ଲୁଟ୍ ବେଳେ ଧରା ପଡ଼ି ଛେଚା ଖାଇଲେ ଦୁଇ ଯୁବକ
ବାଲିଆପାଳ,(ବି.ବି.ନୁ୍ୟଜ୍): ଶୂନଶାନ ରାସ୍ତାରେ ଭୁଜାଲି ଦେଖାଇ ସୁନା ଚେନ୍ ଲୁଟ୍ କରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଲା । ସ୍ଥାନୀୟ!-->…
କରତକଳ ଉପରେ ଚଢ଼ଉ
ସିମୁଳିଆ,(ବି.ବି.ନୁ୍ୟଜ୍): ସିମୁଳିଆ ଥାନା ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଗୋଟିଏ କରତକଳ ଉପରେ ବନ ବିଭାଗ ଓ ପୁଲିସ ପକ୍ଷରୁ ଚଢଉ!-->…
ଗଞ୍ଜାମରେ ପ୍ଲାଜ୍ମା ଥେରାପି ଆରମ୍ଭ
ବ୍ରହ୍ମପୁର,(ବ.ବି.ନୁ୍ୟଜ୍): ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ସବୁଠାରୁ ଅଧିକ କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି!-->…
ଲୋକଙ୍କ ସେବାରେ ଥିଲେ ଅତିରିକ୍ତ ଜିଲ୍ଲାପାଳ କରୁଣାକର
ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ୍):ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କରୁଣାକର ରାଇକା ମଙ୍ଗଳବାର ଭୋର ସମୟରେ ତାଙ୍କ ଶେଷ!-->…
ରାଜପଥ କଡରେ ପଥର ବ୍ଲାଷ୍ଟିଂକୁ ନେଇ ଲୋକେ ଆତଙ୍କିତ
ଦାରିଙ୍ଗବାଡି,(ବି.ବି.ନୁ୍ୟଜ୍): ଜାତୀୟ ରାଜପଥ ୫୯ ନିର୍ମାଣ ପାଇଁ ବେଆଇନ ଭାବେ ବାରମ୍ବାର ରାଜପଥ ପାଶ୍ୱର୍ରେ ବେଆଇନ ପଥର ବ୍ଲାଷ୍ଟିଂ!-->…
ଗୁହାଳରେ ରହୁଛନ୍ତି ମଣିଷ, ପଶୁ ରାସ୍ତାରେ
ଦାରିଙ୍ଗବାଡି, (ବି.ବି.ନୁ୍ୟଜ୍): ଗରିବ ଲୋକଙ୍କୁ ଗୃହ ପାଳିତ ପଶୁ ଗାଇ, ଛେଳି, ଘୁଷୁରି ଆଦିଙ୍କ ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ!-->…
ମାନବିକତା, ସହାନୁଭୂତି ଛଡ଼ାଇନେଲା କରୋନା
ଅନୁଗୁଳ,(ବି.ବି.ନୁ୍ୟଜ୍): କରୋନା ଭୟ ଏବେ ଏମିତି ଘାରିଛି ଯେ ଲୋକଙ୍କ ମଧ୍ୟରୁ ମାନବିକତା ଓ ସହାନୁଭୂତି ହଜିବାକୁ ବସିଲାଣି । ଦିନେ ଯେଉଁ!-->…
ଚମଡ଼ା ଖୋଳରେ ପିସ୍ତଲ ସହ ଶ୍ରୀମନ୍ଦିର ପ୍ରବେଶ
ପୁରୀ,(ବି.ବି.ନୁ୍ୟଜ୍): ନୂତନ ଏସ୍ପି ଅଖିଳେଶ୍ୱର ସିଂହ ସୋମବାର ପୁରୀ ଆସିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ!-->…

