Browsing Category
ଅନ୍ୟାନ୍ୟ
ପଞ୍ଚଭୂତରେ ଲୀନ ହେଲେ ବିଜୟ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗରସ୍ଥିତ!-->…
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ବର : ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ବର ସ୍ଥିତ ବାପୁଜୀ ନଗରରେ ଯୁବକଙ୍କୁ ବିଚ୍ ରାସ୍ତାରେ!-->…
ପ୍ଲାଜ୍ମା ଦେଲେ ଏନ୍ଡିଆର୍ଏଫ୍ର ୪ ଯବାନ
କଟକ,(ବି.ବି.ନୁ୍ୟଜ୍): ମୁଣ୍ଡଳୀସ୍ଥିତ ଏନ୍ଡିଆର୍ଏଫ୍ର କରୋନା ବିଜୟୀ ୪ ଜଣ ଯବାନ ଆଜି ଏସ୍ସିବିର ପ୍ଲାଜ୍ମା ବ୍ୟାଙ୍କ୍ରେ ସ୍ୱେଚ୍ଛାକୃତ!-->…
ଗୁଣିଗାରେଡ଼ି ସନେ୍ଦହରେ ଡବଲ ମର୍ଡର
ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳରେ ଆଜି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ବୃଦ୍ଧ ଆଦିବାସୀ!-->…
ଗଞ୍ଜାମରେ ଆଜିଠୁ ପ୍ଲାଜ୍ମା ଥେରାପି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଗଡ଼ ଗଞ୍ଜାମ ପାଇଁ ଏବେ ରାତି ଦିନ ଏକ କରିଛନ୍ତି ସରକାର । ଗଞ୍ଜାମରେ ସଂକ୍ରମଣ ଓ ମୃତୁ୍ୟହାର ବଢ଼ି!-->…
ଚାଲିଗଲେ ଓଡ଼ିଆ ସିନେମାର ବାଦ୍ଶାହା ବିଜୟ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): “ରୁପା ଶଗଡ଼ିରେ ସୁନା କନିଅାଁ, ନୂଆ ଜହ୍ନ ପରି ଛନଛନିଆ । ତାକୁ ପାଇବ ଯିଏ…. ।” ୧୯୮୫ ମସିହାର ଲୋକପ୍ରିୟ!-->…
ସାବତ ମା’କୁ ତଣ୍ଟିଚିପି ହତ୍ୟା କଲା ପୁଅ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ସାବତ ମା’କୁ ତଣ୍ଟିଚିପି ହତ୍ୟା କରିଛି ପୁଅ । ଶୋଇଥିବା ବେଳେ ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରିଛି ।!-->…
ମିଳିଲାନି ଆମ୍ବୁଲାନ୍ସ: ଡାଲା ଅଟୋରେ ଗଲା ଶବ
ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ୍): କରୋନା ମହାମାରୀ ହେତୁ ଶବ ସକ୍ରାର, ଏପରିକି ଶବକୁ ବୋହି ନେବାରେ ଦେଖାଦେଉଛି ନାନା ଅସୁବିଧା ।!-->…
ମିଳିଲାନି କାନ୍ଧ: ଟ୍ରଲିରେ ବୁହା ହେଲା ଶବ
ବୁଗୁଡ଼ା, (ବି.ବି.ନୁ୍ୟଜ୍): କରୋନା ବିଗାଡ଼ି ଦେଉଛି ସମ୍ପର୍କ । ହଜିଯାଉଛି ମାନବିକତା । ବିଭାଜିତ ହେଉଛି ପରିବାର, ବନ୍ଧୁକୁଟୁମ୍ବ ।!-->…
ବଡ଼ବାପା-ପୁତୁରାକୁ ଦଳିଦେଲା ଦନ୍ତା
ଢେଙ୍କାନାଳ,(ବି.ବି.ନୁ୍ୟଜ୍): କିଛିଦିନର ବ୍ୟବଧାନରେ ଢେଙ୍କାନାଳ ବନଖଣ୍ଡରେ ପୁଣି ନିରୀହ ଜୀବନ ନେଇଛି ଦନ୍ତା । ସୋମବାର ଢେଙ୍କାନାଳ ସଦର!-->…

