Browsing Category
ଅନ୍ୟାନ୍ୟ
କରୋନା ପ୍ରଭାବ: ସିରିଝୋଲିରେ ଦିନକୁ କ୍ଷତି ୫ ଲକ୍ଷ
ଗୁଣପୁର,(ବି.ବି.ନୁ୍ୟଜ୍):କରୋନା ଯୋଗୁ ପ୍ରଭାବିତ ହୋଇଛି ଦୁଗ୍ଧ ବ୍ୟବସାୟ । ପ୍ରତିଦିନ ପାଖାପାଖି ୫ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି!-->…
ମଦ ବିକ୍ରିକୁ ବିରୋଧ:ହଣାକଟାରେ ଜଣେ ମୃତ, ୯ ଆହତ
ଖଲ୍ଲିକୋଟ, (ବି.ବି.ନୁ୍ୟଜ୍): ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ମଦ ବିକ୍ରି ଘଟଣାକୁ କେନ୍ଦ୍ର କରି ଗୋÂୀ ସଂଘର୍ଷ । ମଦ ସପକ୍ଷ!-->…
ଗଞ୍ଜାମରେ କରୋନାରେ ପୁଣି ୩ ମୃତୁ୍ୟ, ଜିଲ୍ଲାରେ ୨୧
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍ବେଗଜନକଭାବେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ବି!-->…
କରୋନା ବେଳେ ବିବାହ ମସ୍ତ: ବର ସମେତ ୫ ଗିରଫ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କୋଭିଡ୍ ଆଇନ୍କୁ ଜଳାଞ୍ଜଳି ଦେଇଦେଲେ । ଫୁ କରିଦେଲେ ଜିଲ୍ଲା ପ୍ରଶାସନର ନିୟମକାନୁନ । ବାହାଘରରେ ଚାଲିଲା!-->…
ଦମ୍ପତିଙ୍କ ତଣ୍ଟି କାଟିଦେଲେ
ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ତଥା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଖଙ୍କର ଗ୍ରାମରେ ଏକ ଅଭାବନୀୟ ଘଟଣା!-->…
ମାଲକାନଗିରି ଜିଲ୍ଲାରେ ୫ଟି ନୁଆ ପଜିଟିଭ ଚିହ୍ନଟ
ମାଲକାନଗିରି,(ବି.ବି.ନୁ୍ୟଜ୍)ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି । ଆଜି ଜିଲ୍ଲାରେ!-->…
ଚୋରାଚାଲାଣ ପ୍ରସ୍ଥାନ ପଥ ପାଲଟିଛି ରେଢ଼ାଖୋଲ
ରେଢାଖୋଲ,(ବି.ବି.ନୁ୍ୟଜ୍): ଦଶନ୍ଧି ଦଶନ୍ଧି ଧରି ଓଡିଶାର ଅର୍ଥନୀତିକୁ କେନ୍ଦୁପତ୍ର ନିୟନ୍ତ୍ରିତ କରି ଆସିଛି । ହେଲେ ସବୁଜ ହୀରା ଭାବେ!-->…
୪ ଅଭିଯୁକ୍ତ ଗିରଫ, ଗାଡି ଜବତ
ବାରିପଦା, (ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନରୁ ଏକ ଜାଇଲୋ ଗାଡି ଚୋରି କରି ୪ ଫେରାର ଅଭିଯୁକ୍ତକୁ ବାରିପଦା ଟାଉନ୍!-->…
ପୁଅ ବିଷ ପିଇଦେଲା, ସନ୍ତାପରେ ବାପ ଜୀବନ ହାରିଲା
ଭବାନୀପାଟଣା,(ବି.ବି.ନୁ୍ୟଜ୍): ପହ୍ଲା ସଜ ହୋଇସାରିଥିଲା । ଆସନ୍ତାଲି ପହ୍ଲାରୁଆ ହେବାରଥିଲା । ହେଲେ ଦେଖିଲା ବେଳକୁ ଧାନ ତଳିସବୁ ଗାଈ!-->…
ଆମପାଣି ଥାନା ଏଏସ୍ଆଇ ନିଲମ୍ବିତ
କୋକସରା,(ବି.ବି.ନୁ୍ୟଜ୍): ରାଜ୍ୟ ସରକାର ୫ଟି, ମୋ ସରକାର ଜରିଆରେ ପୁଲିସ ବିଭାଗର ସ୍ୱଚ୍ଛତାକୁ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ!-->…

