Browsing Category
ଅନ୍ୟାନ୍ୟ
କଲେଜ ଛାତ୍ରୀଙ୍କୁ ଘରେ ପଶି ଛୁରା ମାଡ଼: କାରଣ ଅସ୍ପଷ୍ଟ
ଆନନ୍ଦପୁର: ଯୁକ୍ତ ଦୁଇ ଛାତ୍ରୀ ଜଣକ ଏକା ଘରେ ଥିଲେ। ବାପା-ମାଆ ହାଟକୁ ଯାଇଥିଲେ। ଏହା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଛାତ୍ରୀଙ୍କ!-->…
ଭାଇକୁ ଗୁଳି କଲା ଭାଇ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁରୁବାର ଦିନ ଦ୍ବିପ୍ରହରରେ ଜଣେ!-->…
ବହିଷ୍କୃତ ଆଇଆଇସି ଗିରଫ
ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାରେ ଜଣେ ନାବାଳିକାଙ୍କୁ ବଳାକ୍ରାର କରି ପରେ ଗର୍ଭପାତ କରାଇବା!-->…
ଜେଲ୍ରେ କଏଦୀଙ୍କୁ ପିଟି ଗୋଡ଼ ଭାଙ୍ଗିଦେଲେ!
ପାରାଦୀପ,(ବି.ବି.ନୁ୍ୟଜ୍): ଜେଲ୍ ଭିତରେ ଜଣେ କଏଦୀଙ୍କୁ ମାଡ଼ ମାରି ତାଙ୍କ ଗୋଡ଼ ଭାଙ୍ଗି ଦିଆଯାଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି!-->…
ମାଲକାନଗିରି ପୌରାଞ୍ଚଳରେ ଦୁଇଦିନ ପାଇଁ ସଟ୍ ଡାଉନ ଘୋଷଣା
ମାଲକାନଗିରି,(ବି.ବି.ନୁ୍ୟଜ୍) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି । ଆଜି!-->…
ମହିଳା ଗୋÂୀ ପକ୍ଷରୁ ଥାନାରେ ଏତଲା
ବାଲେଶ୍ୱର,(ବି.ବି.ନୁ୍ୟଜ୍):ଜୁଲୁମ୍ର ସୀମା ସରହଦ ଟପିଯାଉଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନି କର୍ମଚାରୀ । ଦିନ କଥା ଛାଡ଼, ରାତି ଅଧରେ!-->…
୯୫ ଗୋରୁ ଉଦ୍ଧାର, ଦୁଇ ଚାଳକ ଗିରଫ
ଭଣ୍ଡାରିପୋଖରୀ,(ବି.ବି.ନୁ୍ୟଜ୍): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରୁ ମଙ୍ଗଳବାର ରାତିରେ ଦୁଇ ବେଆଇନ ଗୋରୁଗାଡ଼ି!-->…
ଭିଜିଲାନ୍ସ ଜାଲରେ ପୁଲିସ୍, ଆଇନଜୀବୀ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ୱର ଟାଉନ ଥାନାର ଜଣେ ପୁଲିସ ଅଧିକାରୀ । ଜମିବାଡ଼ି ମାମଲା ରଫାଦଫା!-->…
ଗୁରିଗାରେଡି ସନେ୍ଦହରୁ ହତ୍ୟା ଧମକ
ଚିତ୍ରକୋଣ୍ଡା: ଅନ୍ଧବିଶ୍ୱାସର କୁପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତର ତୋଟାଗୁଡା!-->…
ବୋଲେରୋ-କାର୍ ମୁହାଁମୁହିଁ ଧକ୍କା:୩ ମୃତ
ବଲାଙ୍ଗୀର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ତରେଇକେଲା ବୁଲାଣିରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ!-->…

