Browsing Category
ଅପରାଧ
ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ରାତି ଅଧରେ ଘରେ ପଶି ଜଣେ ବିଧବାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।!-->…
ନାବାଳିକାଙ୍କୁ ଗଛରେ ବାନ୍ଧି ମାଡ଼ ଘଟଣା: ୧୭ ମହିଳା ଗିରଫ
ଗଞ୍ଜାମ : ନାବାଳିକାଙ୍କୁ ଉଲଗ୍ନ କରି ଗଛରେ ବାନ୍ଧି ମାଡ ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଏଭଳି ଅଭାଭନୀୟ ଘଟଣା!-->…
୨ଲକ୍ଷ ଟଙ୍କାର ନକଲି ଜର୍ଦ୍ଧା ଓ ଯନ୍ତ୍ରାଂଶ ଜବତ
ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ପୁରୁଣାବଜାର ଏବେ ନକଲି ଜର୍ଦ୍ଧା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ଶନିବାର!-->…
୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
ଭଞ୍ଜନଗର,(ବି.ବି.ନୁ୍ୟଜ): ଗଞ୍ଜେଇ ଚାଷର ଭୂସ୍ୱର୍ଗ ପାଲଟିଛି ଗଜପତି ଓ ଗଞ୍ଜାମ ଜିଲ୍ଲାର ସୀମା । ଆଜି ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ!-->…
ବାଇକ୍-ଟ୍ରାକ୍ଟର ମୁହାଁମୁହିଁ:ପତ୍ନୀ ମୃତ, ସ୍ୱାମୀ ଗୁରୁତର
ଗୋଷାଣି,(ବି.ବି.ନୁ୍ୟଜ): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଧୀନ ଏସ୍.ରାଉତପୁର ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।!-->…
ଟ୍ରାକ୍ଟର ସହ ଡ୍ରାଇଭର ଜଳିଗଲେ
ବୁଗୁଡ଼ା,(ବି.ବି.ନୁ୍ୟଜ): ନିର୍ବନ୍ଧ ସରିଥିଲା । ଆସନ୍ତା ସରସ୍ୱତୀ ପୂଜା ଦିନ ବାହାଘର ହୋଇଥାନ୍ତା । ହେଲେ ତା’ ପୂର୍ବରୁ ଘଟିଗଲା ବଡ଼!-->…
ଓଲଟିଲା ଟ୍ରାକ୍ଟର :ଚାଲିଗଲା ୨ ଜୀବନ
ବରପାଲି,(ବି.ବି.ନୁ୍ୟଜ): ବରଗଡ଼ ଜିଲ୍ଲା ବରପାଲି ଥାନା ବିଜୟପଲ୍ଲୀ ଫାଣ୍ଡି ହଲଦୀପାଲି କେନାଲ ଛକ ନିକଟରେ ଆଜି ଅପରାହ୍ନରେ ଏକ ଟ୍ରାକ୍ଟର!-->…
ମହଙ୍ଗା ପଡ଼ିଲା ଝିଅକୁ ଅପହରଣ ନାଟକ
ରାୟଗଡ଼ା,(ବି.ବି.ନୁ୍ୟଜ): ଏକ ପାରିବାରିକ କଳହରୁ ସଂପର୍କୀୟଙ୍କ ଉପରେ ପ୍ରତିଶୋଧ ନେବାକୁ ଝିଅର ଅପହରଣ ନାଟକ କରି ବାପା ଗିରଫ । ସହଯୋଗ!-->…
ସୁନାରିଙ୍କୁ ଗୁଳି କରି ହତ୍ୟା, ଲୁଟି ନେଲେ ସୁନା ବ୍ୟାଗ୍
ରାଉରକେଲା,(ବି.ବି.ନୁ୍ୟଜ): ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂହଟୋଲାରେ ଗତ ୧୪ ତାରିଖ ରାତି ୮ଟା ସମୟରେ ସୁନା ବ୍ୟବସାୟୀଙ୍କ ପତ୍ନୀ!-->…
ବୃଦ୍ଧାଙ୍କୁ ହତ୍ୟା କଲେ ଦୁଇ ନାବାଳକ
ଢେଙ୍କିକୋଟ,(ବି.ବି.ନୁ୍ୟଜ): ଡାହାଣୀ ସନେ୍ଦହରେ ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ି ଦୁଇ!-->…

