Browsing Category
ଓଡ଼ିଶା
କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ
ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍ ପ୍ଲାଣ୍ଟ। ଭାରତର ପ୍ରତିଷ୍ଠିତ ଷ୍ଟିଲ୍ କମ୍ପାନୀ ଆର୍ସେଲର ମିତ୍ତଲ!-->!-->!-->…
ଜାଗରରେ ମନ୍ଦିରକୁ ଯାଇପାରିବେ ନାହିଁ ଭକ୍ତ
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ମହାଶିବରାତ୍ରି ପର୍ବ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ କୋଭିଡ୍ ଗାଇଡ ଲାଇନ ଜାରି!-->!-->!-->…
ଜାଗର ପାଇଁ ଧବଳେଶ୍ୱରରେ ୧୪୪ ଧାରା
କଟକ: ଜାଗର ଯାତ୍ରା ପାଇଁ ଧବଳେଶ୍ୱର ପୀଠରେ ଜାରି ହେବ ୧୪୪ ଧାରା । ପୂଜକ ସମିତି ଓ ଜିଲ୍ଲା ପ୍ରଶାସନର ବୈଠକ ପରେ ଉପଜିଲ୍ଲାପାଳ!-->!-->!-->…
ଆରଆଇଙ୍କ ଉପରେ ଗାଡ଼ି ମଡାଇ ମାରିଦେବାକୁ ଉଦ୍ୟମ
ଜଳେଶ୍ଵର: ବାଲି ମାଫିଆଙ୍କ ବର୍ବର କାଣ୍ଡ । ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ଚେକିଂ କରୁଥିବା ରାଜସ୍ୱ ନିରୀକ୍ଷକଙ୍କ ଉପରେ!-->!-->!-->…
ଭିିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା ମଙ୍ଗଳ ଅଧିକାରୀ
ଅନୁଗୋଳ: ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା ମଙ୍ଗଳ ଅଧିକାରୀ । ତାଙ୍କ ଅଫିସର ଜଣେ ପିଅନଙ୍କଠୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା!-->!-->!-->…
ବୁର୍ଲା ମେଡିକାଲ ଭିତରେ ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ!
ବୁର୍ଲା, (ବି.ବି.ନୁ୍ୟଜ): ପୁଣି ସମ୍ୱଲପୁରରେ ଚାଞ୍ଚଲ୍ୟ । ବୁର୍ଲା ବଡ ଡାକ୍ତରଖାନା ମଧ୍ୟରେ ଜଣେ ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ!-->!-->!-->…
ଗୁଟଖା ପେଣ୍ଠସ୍ଥଳୀ ପାଲଟିଛି ରାୟଗଡ଼ା
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡା ଜିଲ୍ଲାରେ ଗୁଟ୍ଖା ଦଲାଲଙ୍କ ରାଜ ଚାଲିଛି । ସବୁ ନିୟମକୁ ବେଖାତିର କରି ଖୋଲାଖୋଲି ଭାବେ!-->!-->!-->…
ବାହା ଭୋଜି ଖାଇ ୩୦ ଅସୁସ୍ଥ
ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବାହାଘର ଭୋଜି ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସେମାନେ ସମସ୍ତେ ନବରଙ୍ଗପୁର!-->!-->!-->…
ବୋଲେରୋ ଧକ୍କାରେ ୨ ଗୁରୁତର
ମୈଦଲପୁର,(ବି.ବି.ନୁ୍ୟଜ): ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ଫାଣ୍ଡି ଅନ୍ତର୍ଗତ ହାଟପଦା ନିକଟରେ ଏକ ବୋଲେରୋ ଧକ୍କାରେ ୨ ଜଣ ଗୁରୁତର!-->!-->!-->…
ମନ୍ତ୍ରୀଙ୍କ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ
କୋଟପାଡ,(ବି.ବି.ନୁ୍ୟଜ): କୋଟପାଡ ଭୈରବ ପଡିଆଠାରେ ଥିବା ଅଖିଳ ଭାରତୀୟ ଭତରା ବିକାଶ ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସହ!-->!-->!-->…

