Browsing Category
ଓଡ଼ିଶା
ଖତ ଖାଉଛି ମଧ୍ୟାହ୍ନ ଭୋଜନ ଚାଉଳ
ଯାଜପୁର : ଯାଜପୁର ଜିଲ୍ଲାର କରୋନା ମହାମାରୀ ଯୋଗୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ପାଇଁ ଆସିଥିବା!-->…
ନ୍ୟାୟ ଦାବିରେ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା
ଭଦ୍ରକ : ସ୍ତ୍ରୀର ଅଧିକାର ଦାବି କରି ନ୍ୟାୟ ଦାବିରେ ସ୍ୱାମୀର ଘର ଆଗରେ ସ୍ତ୍ରୀର ଧାରଣା । ସ୍ୱାମୀ ସହ ଶ୍ବଶୁର ଘରେ ରହିବା ପାଇଁ!-->…
ଖେଳୁ ଖେଳୁ ତତଲା ପେଜରେ ପଡିଗଲା ଶିଶୁ: ଡାକ୍ତର ଖାନାରେ ଭର୍ତ୍ତୀ
ଆନନ୍ଦପୁର : ପେଜ କଡେଇରେ ପଡି ଶିଶୁ କନ୍ୟା ଗୁରୁତର । ଶିଶୁ କନ୍ୟାକୁ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।!-->…
୭୦ ଲକ୍ଷର ବାଣ ଜବତ, ୩ ଗିରଫ
ଆସିକା,(ବି.ବି.ନୁ୍ୟଜ): ଦୀପାବଳିରେ ବାଣ ଫୁଟାଇବା ମନା । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ଗ୍ରୀନ୍ ଦୀପାବଳି!-->…
ସୁବର୍ଣ୍ଣପୁରରେ ୨୦ରୁ ଧାନକିଣା ଆରମ୍ଭ
ସୋନପୁର,(ବି.ବି.ନୁ୍ୟଜ): ଚଳିତ ଖରିଫ ୨୦୨୦-୨୧ ବର୍ଷ ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଆଜି ଜିଲ୍ଲାପାଳ!-->…
ବିନା ଭକ୍ତରେ ବୁଢାରଜାଙ୍କ ଦଶହରା ଯାତ୍ରା ସମ୍ପନ୍ନ
କୋକସରା,(ବି.ବି.ନୁ୍ୟଜ): କଳାହାଣ୍ଡି ଓ ନବରଙ୍ଗପୁ ଜିଲ୍ଲା ସୀମାନ୍ତ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା ପ୍ରଭୁ ବୁଢାରଜା ଦେବଙ୍କ!-->…
କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ
ବାଲେଶ୍ୱର,(ବି.ବି.ନୁ୍ୟଜ୍): କିଛି ଦିନର ବ୍ୟବଧାନ ପରେ ବାଲେଶ୍ୱର ସହରରୁ ପୁଣି ବ୍ରାଉନସୁଗର ଜବତ ହୋଇଛି । ରାଜ୍ୟ କ୍ରାଇମ୍ବ୍ରାଞ୍ଚ!-->…
ବନ୍ଧୁକ ସହ ମାରଣାସ୍ତ୍ର ଜବତ, ୪ ଗିରଫ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ଟାଉନ୍ ପୁଲିସ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି!-->…
ସରକାରୀ ଜମିରେ ଘରକୁ ନେଇ ବିବାଦ
ମାଲକାନଗିରି, (ବି.ବି.ନୁ୍ୟଜ): ସରକାରୀ ଜମିରେ ଘର କରିବାକୁ ନେଇ ପ୍ରଥମେ ବିବାଦ । ପରେ ଦୁଇଗୋÂୀ ମୁହାଁମୁହିଁ । ମାଲକାନଗିରି-ମୋଟୁ ୩୨୬!-->…
ଆବାସ ଯୋଜନାରୁ ବାଦ୍ପଡ଼ିଛନ୍ତି ଅନେକ ହିତାଧିକାରୀ
ରାୟଗଡ଼ା,(ବି.ବି.ନୁ୍ୟଜ): ଦୀର୍ଘ ୮ବର୍ଷ ହେଲା ଏଆଇସିସି ସର୍ଭେ ସରିଥିଲେ ମଧ୍ୟ ଏଥିରେ ତାଲିକାଭୁକ୍ତ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ!-->…

