Browsing Category
ଓଡ଼ିଶା
ଉଭୟଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବଲାଙ୍ଗିର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜରେ ନିଖୋଜ ହୋଇଥିବା ତୁଷୁରାର ଦୁଇ ଭଉଣୀଙ୍କ ମୃତଦେହ ଆଜି ଘଟଣାର!-->…
ଡୋକରି ପୀଠକୁ ସଂଯୋଗ ହେଲା ବିଜୁସେତ
କୋକସରା,(ବି.ବି.ନୁ୍ୟଜ୍): ଜୟପାଟଣା ବ୍ଲକ୍ ତାଳଗୁଡ଼ାଠାରେ ଶନିବାର ଚାଞ୍ଚଳ ନାଳ ଉପରେ ଆଜି ବିଜୁ ସେତୁ ଉଦ୍ଘାଟିତ ହୋଇଛି । ଲାଞ୍ଜିଗଡ଼!-->…
ରୋଗୀ ସହ ବାଜି ଲାଗୁଛି ଅନ୍ୟ ଜୀବନ
ରାୟଗଡ଼ା,(ବି.ବି.ନୁ୍ୟଜ୍): ନା ଥିଲା ପୋଲ, ନା ଡଙ୍ଗା ବ୍ୟବସ୍ଥା । ଲଘୁଚାପଜନିତ ବର୍ଷାରେ ଉଛୁଳୁଥିଲା ନାଗାବଳୀ । ପ୍ରଖର ବେଗରେ ସୁଅ!-->…
ଜେଜେ ମାଆ ଶୁଦ୍ଧିକି୍ରୟାରେ ଆଖି ବୁଜିଲେ ନାତି
ବାସୁଦେବପୁର,(ବି.ବି.ନୁ୍ୟଜ୍): ବାସୁଦେବପୁର ମୁ୍ୟନିସିପାଲିଟି ଅନ୍ତର୍ଗତ ବାଷଠି ଗ୍ରାମର ଗୋବିନ୍ଦ ଷେଣ୍ଢଙ୍କ ପୁଅ ସୁମନ ଗୌରବ (୧୬)!-->…
୧୯, ୨୦ରେ ପ୍ରବଳ ବର୍ଷା
ଛତ୍ରପୁର, (ବି.ବି.ନୁ୍ୟଜ୍): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ଓ ୨୦ ଦୁଇଦିନ ଧରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ!-->…
୩ କିମି ବାଇକରେ ବୁହାହେଲେ ଗର୍ଭବତୀ
ଝରିଗାଁ,(ବି.ବି.ନୁ୍ୟଜ୍): ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ବାଇକ୍ରେ ତିନି କିମି ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ!-->…
ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର
ଟିକିରି,(ବି.ବି.ନୁ୍ୟଜ୍): କାଶୀପୁର ବ୍ଲକ ଦୋରାଗୁଡା ଥାନା ଟିକ୍ରାପଡା ଗାଁର ଜଣେ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି ।!-->…
ବିଚ୍ଛିନ୍ନାଞ୍ଚଳରେ ଆର୍ଥିକ ସଚେତନତା
ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ୍): ଚିତ୍ରକୋଣ୍ଡା ବ୍ଲକ ଅଧୀନ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ!-->…
୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଲମତାପୁଟ: ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡ ଚାଲାଣ ବେଳେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ବେଳେ ୭!-->…
ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶାଳବଣୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୪ବଖରା ଘର ସମ୍ପର୍ଣ୍ଣ ପୋଡି!-->…

