Browsing Category
ଓଡ଼ିଶା
ଚାଷୀଙ୍କ କାମରେ ଆସୁନି ଶୀତଳଭଣ୍ଡାର
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଚାଷୀଙ୍କ କାମରେ ଆସୁନି ଶୀତଳ ଭଣ୍ଡାର । ଖତଖାଉଛି ଲକ୍ଷାଧିକ ଟଙ୍କାର ଭିତ୍ତିଭୂମି । ଏହାର ଜଗୁଆଳଙ୍କୁ!-->…
ରାସ୍ତା କି ପିଇବାକୁ ପାଣି ନାହିଁ
ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ୍): ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ପରେ ବି ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି । ଏଥିଯୋଗୁ ଲୋକେ!-->…
କରୋନା ମୁକାବିଲାରେ ସରକାର ବିଫଳ : କଂଗ୍ରେସ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜିଲ୍ଲାରେ କରୋନା ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍ ହୋଇଛନ୍ତି । ଜିଲ୍ଲାରେ ଆବଶ୍ୟକ!-->…
ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର, ହତ୍ୟା ସନେ୍ଦହ
ମୁନିଗୁଡ଼ା,(ବି.ବି.ନୁ୍ୟଜ୍): ଅମ୍ବାଦଳା ଥାନା ରାଣୀପିଣ୍ଡା ପଞ୍ଚାୟତ କୁଟ୍ରୁପାଲି ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ଶବ ଉଦ୍ଧାର!-->…
ଆନେ୍ଦାଳନକୁ ଓହ୍ଲାଇବେ ବିଦୁ୍ୟତ କର୍ମଚାରୀ
ରାୟଗଡ଼ା,(ବି.ବି.ନୁ୍ୟଜ୍): ୬ ମାସ ହେଲା ଦରମା ନାହିଁ କି ବୃଦ୍ଧି ଘଟୁନାହିଁ । କିନ୍ତୁ କାର୍ଯ୍ୟର ଚାପ ଦିନକୁ ଦିନ ବଢ଼ିବାରେ ଲାଗିଛି ।!-->…
ମାଓବାଦୀଙ୍କ ଲାଲ୍ ତାଣ୍ଡବ
ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓବାଦୀଙ୍କ ତାଣ୍ଡବ ଥମିବା ନାଁ ଧରୁନି । ଜିଲ୍ଲା ସୀମାନ୍ତ ତେଲାଙ୍ଗନା ରାଜ୍ୟ ମୁଲୁଗୁ ଜିଲ୍ଲା!-->…
ରିଂରୋଡ କଡରୁ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର
ସମ୍ବଲପୁର,(ବି.ବି.ନୁ୍ୟଜ୍): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସମ୍ବଲପୁରରେ ଅପରାଧିକ ଗୋÂୀ ସକ୍ରିୟ ହୋଇଉଠିଛନ୍ତି । ଗତକାଲି ରାତିରେ!-->…
ରକ୍ତରଞ୍ଜିତ ଭୋଇସାହି, ୨ ମୃତ
ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ପାନୀୟଜଳ ପାଇପ୍ ସଂଯୋଗକୁ କେନ୍ଦ୍ରକରି ଆଜି ବ୍ରହ୍ମଗିରି ଥାନା ଡିମିରିସେଣା ଡିହ ଭୋଇସାହିରେ ଘଟିଛି!-->…
ରାସ୍ତାରୁ ମିଳିଲା ଲ୍ୟାଣ୍ଡମାଇନ, ବର୍ତ୍ତିଲେ ଯବାନ
ରାଉରକେଲା,(ବି.ବି.ନୁ୍ୟଜ୍): କମ୍ବିଂ ଅପରେସନ ପାଇଁ ଯାଉଥିବା ଯବାନମାନଙ୍କ ଉପରେ ଆକ୍ରମଣ କରିବା ଯୋଜନା କରିଥିଲେଫ ହେଲେ ସେମାନଙ୍କ ସବୁ!-->…
ବଜ୍ରକାପ୍ତା ଉଦ୍ଧାର
ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ଭେଡେ଼ନ ବ୍ଲକ ସୁନାଲରମ୍ଭା ପଞ୍ଚାୟତ କୁଦୋପାଲି ଟିକିରାପଡ଼ାରୁ ଆଜି ଏକ ବଜ୍ରକାପ୍ତା ଉଦ୍ଧାର!-->…

