Browsing Category
ଓଡ଼ିଶା
ଦୋକାନ ବନ୍ଦ କରି ଫେରିବା ବେଳେ ଆକ୍ରମଣ
ଯାଜପୁର : ସୁନା ଦୋକାନୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍ । ଦୋକାନ ବନ୍ଦ କରି ସୁନା ଗହଣା ଧରି ଘରକୁ ଫେରୁଥିବା ବେଳେ ଲୁଟିନେଲେ!-->…
ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼
ସମ୍ବଲପୁର : ଦୀର୍ଘ ଦିନ ପରେ ସମ୍ବଲପୁର ସହରରେ ପୁଣି ଫୁଟିଲା ଗୁଳି । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନ ଅଞ୍ଚଳରେ ଘଟିଛି ଏହି ଘଟଣା ।!-->…
ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ
ଦେବଗଡ : ଦେବଗଡ ଜିଲ୍ଲା ବଳମ ଗ୍ରାମରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ରାତି ଡକାୟତି ଉଦ୍ୟମ ହୋଇଛି । ଡକାୟତମାନେ!-->…
ଅପହରଣ, କେସିଙ୍ଗାରୁ ଉଦ୍ଧାର ହେଲେ ନିର୍ବ।ହୀ ଅଧିକାରୀ
ଝାରସୁଗୁଡ଼ା : ବନ୍ଧୁକ ମୁନରେ ନିର୍ବ।ହୀ ଅଧିକାରୀଙ୍କୁ ଅପହରଣ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବ।ହୀ ଅଧିକାରୀ!-->…
ଗଞ୍ଜେଇ ଜବତକୁ ନେଇ ଉତ୍ତେଜନା
ମୋହନା : ଗଞ୍ଜେଇ ଜବତକୁ ନେଇ ଥାନାରେ ଉତ୍ତେଜନା । ଗଜପତି ଜିଲ୍ଲା ଅଡବା ଥାନା ସମ୍ମୁଖରେ ଏଭଳି ଉତ୍ତଜନା ଦେଖିବାକୁ ମିଳିଛି । ମିଥ୍ୟା!-->…
ଜୁଆ ଆଡ୍ଡାରେ ଚଢାଉ, ୪ ଜୁଆଡିଙ୍କୁ ଧରିଲା ପୋଲିସ
ଜୟପୁର : ଜୁଆ ଆଡ୍ଡା ଉପରେ ଜୟପୁର ଟାଉନ ପୋଲିସର ଚଢାଉ। ନଗଦ ୨୬,୧୨୦ ଟଙ୍କା ସହ ୩ଟି ମଟର ସାଇକେଲ, ୨ଟି ମୋବାଇଲ ଓ ୨ ସେଟ୍ ତାସ୍ ଜବତ!-->…
ପଥର ମାଫିଆଙ୍କ କବଜାରେ ବେଗୁନିଆ ପାହାଡ଼
ନୀଳଗିରି: ନୀଳଗିରି ତହସିଲ ଅଧିନ ବେଗୁନିଆ ପାହାଡ଼ ଏବେ ପଥର ମାଫିଆଙ୍କ କବଜାରେ ଥିବା ଜଣାପଡିଛି।ଗ୍ରାମ୍ୟ ଜଙ୍ଗଲରୁ ଲକ୍ଷ ଲକ୍ଷ ଟଙ୍କାର!-->…
ବରଗଡ଼ ରିତେଶ ଦାଶ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ
ବରଗଡ଼ : ଗତ ୨୬ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ବେହେରା ଟିକ୍ରା ଠାରେ କ୍ରିଷ୍ନା ମହାପାତ୍ର ନାମକ ଜଣେ ଯୁବକଙ୍କ ଭଡାଘରେ ବନ୍ଦ!-->…
ପେଟ୍ରୋଲ ପମ୍ପ ଥରିଲା, ଜଳିଲା:୩୦ ଆହତ, ୯ ଗୁରୁତର, ୩ ମୃତ ସନେ୍ଦହ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅପରାହ୍ନ ୧ଟା ୭ ମିନିଟ୍ । ଭୟଙ୍କର ବିସ୍ଫୋରଣ ହେଲା, ଯେମିତି ହୃତସ୍ପନ୍ଦନ ଅଟକିଯିବ । ରାଜଧାନୀର!-->…
୪ ଅନ୍ତଃଜିଲ୍ଳା ଲୁଟେରା ଗିରଫ
ଫୁଲନଖରା, (ବି.ବି.ନୁ୍ୟଜ୍): ସଦର ଥାନା ପୋଲିସ ୪ ଜଣ ଅନ୍ତଃଜିଲା ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଏକ ବାଇକ ଓ ଚୋରା!-->…

