Browsing Category
ଓଡ଼ିଶା
ପୋଖରୀରୁ ମିଳିଲା ମୃତଦେହ, ମଙ୍ଗଳବାର ମଧ୍ୟାହ୍ନରୁ ଥିଲେ ନିଖୋଜ
ଦିଗପହଣ୍ଡି : ପୋଖରୀରେ ବୁଡି ଦିଗପହଣ୍ଡି ଆଠଗଡ଼ିଆ ସାହିର ଦିନା ଓରଫ ବି. ଦିନବନ୍ଧୁଙ୍କ ମୃତ୍ୟୁ। ଦିନା ମଙ୍ଗଳବାର ମଧ୍ୟାହ୍ନରୁ ନିଖୋଜ!-->…
ସ୍ୱାମୀ ସହ କଳି କରି ଦେହରେ କିରୋସିନି ଢାଳି ଲଗାଇଦେଲେ ନିଆଁ
କେନ୍ଦୁଝର: ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ପଲାଣ ଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମର!-->…
କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର
ବାଲିପାଟଣା : ପୁଣି କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର । ସହିଦନଗର ଥାନା ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରୁ ମୃତଦେହ ଉଦ୍ଧାର!-->…
ପରିବହନ କାର୍ୟ୍ୟାଳୟର ସମସ୍ତ କର୍ମଚାରୀଙ୍କର ହେଲା କରୋନା ପରୀକ୍ଷା
ଅନୁଗୋଳ : ଅନୁଗୋଳ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟରେ କାର୍ୟ୍ୟରତ ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। ଅନୁଗୋଳ ଏମ.ଭି.ଆଇଙ୍କ!-->…
କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ଆଉଟ ଡୋର ୨ ଦିନ ବନ୍ଦ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବର୍ହିବିଭାଗକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି । ଦୁଇ ଦିନ ପାଇଁ!-->…
୬୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
କୋରାପୁଟ,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଗଞ୍ଜେଇ ଧରପଗଡ଼ରେ ପୁଲିସକୁ ମିଳିଛି ସଫଳତା । କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ କଲିକତା ଚାଲାଣ!-->…
ବରିÂ କିରାଣିଙ୍କୁ ଧରିଲା ଭିଜିଲାନ୍ସ
ରାୟଗଡ଼ା,(ବି.ବି.ନୁ୍ୟଜ୍): ଜଣେ ଠିକାଦାରଙ୍କ ପାଖରୁ ୪ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ଼ା ଜିଲ୍ଲା!-->…
ରେସନ୍ ହୋମ୍ ଡେଲିଭରି ନାଁରେ ୭ ଲକ୍ଷ ଠକେଇ
ଜୟପୁର,(ବି.ବି.ନୁ୍ୟଜ୍): ରିହାତି ମୂଲ୍ୟରେ ଘରେ ଘରେ ରେସନ୍ ପହଞ୍ଚାଇବା ନାଁରେ ଏକ କମ୍ପାନି ଠକି ନେଇଛି ପ୍ରାୟ ୭ ଲକ୍ଷ ଟଙ୍କା ।!-->…
ମୋବାଇଲ୍ ପାଇଁ ଜୀବନ ଗଲା
ଗୁଣପୁର,(ବି.ବି.ନୁ୍ୟଜ୍): ମୋବାଇଲ୍ ଫୋନ୍ଟିଏ ପାଇଁ ଚାଲିଗଲା ଜଣେ ନାବାଳିକାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଣପୁର ଥାନା!-->…
ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ। ନଭେମ୍ବର ୩ରେ ଉଭୟ ନିର୍ବାଚନ!-->…

