Browsing Category
ଓଡ଼ିଶା
ଚୋରା ଚାଲାଣ ବେଳେ ୧୪୦ ବସ୍ତା ଭାଙ୍ଗ ଜବତ
ମୁନିଗୁଡା : ବିପୁଳ ପରିମାଣର ଭାଙ୍ଗ ଜବତ ସହ ୩ ଜଣ ଗିରଫ ହୋଇଛନ୍ତି । ଚୋରା ଚାଲାଣ ବେଳେ ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ଏକ ମିନି!-->…
ମାଲଗୋଦାମରେ ଗୁଳିକାଣ୍ଡ ଘଟଣା
ରାଉରକେଲା,(ବି.ବି.ନୁ୍ୟଜ୍): ସ୍ଥାନୀୟ ମାଲଗୋଦାମ ସର୍ଦ୍ଧାର ବସ୍ତିରେ ଗତକାଲି ରାତି ପ୍ରାୟ ସାଢେ଼ ୮ଟା ସମୟରେ ଘଟିଥିବା ଗୁଳିକାଣ୍ଡ!-->…
ସଂଘବଦ୍ଧ ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ
ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଅନନ୍ତପୁର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଏ ନେଇ ଭୁବନ!-->…
ଶିଶୁ କନ୍ୟାକୁ ପିଟିପିଟି ମାରିଲା ସାବତ ବାପା
କୋଇଡାÿ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଣ୍ଟଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରେ ଘଟିଛି ଏକ ଣ୍ଟଅଭାବନୀୟ ଘଟଣା । ସାବତ!-->…
ନାବାଳକକୁ ପିଟି ପିଟି ହତ୍ୟା!
ବାରିପଦା,(ବି.ବି.ନୁ୍ୟଜ୍): ପାଂଚଶହ ଟଙ୍କା ଚୋରି କରିଥିବା ଅଭିଯୋଗରେ ନାବାଳକକୁ ପିଟିପିଟି ମାରିଦେଇଥିବା ନେଇ କରଞ୍ଜିଆ ଥାନାରେ ଅଭିଯୋଗ!-->…
ଥମୁନି ଜନନୀ ଯନ୍ତ୍ରଣା:୫ କିମି ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର
ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ଏମିତି କୌଣସି ଦିନ ନାହିଁ, ଯେଉଁଦିନ ନବରଙ୍ଗପୁର ଜିଲ୍ଲାରେ ଜନନୀ ଯାତନା ନାହିଁ । ରାସ୍ତା ପାଇଁ ଅନେକ!-->…
ମହୁମାଛି ଆକ୍ରମଣରେ ମହିଳା ମୃତ, ୩ ଗୁରୁତର
ଚମ୍ପୁଆ, (ବି.ବି.ନୁ୍ୟଜ୍): ଜଙ୍ଗଲକୁ ଝାଡ଼ୁ କାଟିବାକୁ ଯାଇଥିବା ଜଣେ ମହିଳା ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ତାଙ୍କ ସାଙ୍ଗରେ!-->…
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ,ଫଟୋ ଭାଇରାଲ୍ ପାଇଁ…
ସାଲେପୁର: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା କଲେଜ ଛାତ୍ରୀଙ୍କ ସହ ବାରମ୍ବାର ରଖୁଥିଲେ ଶାରୀରିକ ସମ୍ପର୍କ । ଏ ନେଇ ନାବାଳିକା କଲେଜ!-->…
ପୁତୁରାର ତୀର ମାଡରେ କକା ଗୁରୁତର
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମହ୍ଲାରପଦା ଗାଁ ରେ ପୁତୁରା ତୀର ମାଡରେ କକା ଗୁରୁତର ହୋଇଛନ୍ତି । ପେଟରେ ତୀର ବାଜିବାରୁ!-->…
ଦେଢ଼ଶୂରର ଠେଙ୍ଗା ପ୍ରହାରରେ ଭାଇ ବୋହୂ ଗୁରୁତର
ନୀଳଗିରି: ଦେଢ଼ଶୂର ଆକ୍ରମଣରେ ଭାଇବୋହୂ ଗୁରୁତର। ପାରିବାରିକ କଳହ ଉଗ୍ରରୂପ ଧାରଣ କଲା। ମିଳିଥିବା ସୂଚନା ମୁତାବକ, ନୀଳଗିରି ଥାନା!-->…

