Browsing Category
ଓଡ଼ିଶା
ଜୀବନକୁ ବାଜି ଲଗାଇ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି…
ମାଲକାନଗିରି: ବିପଦ ସଙ୍କୁଳ ଅବସ୍ଥାରେ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତିି ଅଙ୍ଗନବାଡି ଦିଦି। ନଦୀରେ ପାଣି ଉଚ୍ଛୁଳିଛି।!-->…
ଭିଜିଲାନ୍ସ ଜାଲରେ ଅଗ୍ନିଶମ ବିଭାଗର ଅଧିକାରୀ
କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଅଗ୍ନିଶମ ବିଭାଗର ଅଧିକାରୀ। ନିଆଁରେ ପୋଡି ଯାଇଥିବା ଏକ କାରର ଫାୟାର ସାର୍ଟିଫିକେଟ ବାବଦକୁ ୪ ହଜାର!-->…
୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ:୨ ଗୁରୁତର
ତେଲକୋଇ: ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।!-->…
ରାଉରକେଲାରେ ଫୁଟିଲା ଗୁଳି : ଜଣେ ଗୁରୁତର
ରାଉରକେଲା: ରାଉରକେଲାରେ ଫୁଟିଲା ଗୁଳି। ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡରୁ ଗୁଳିକାଣ୍ଡ। ଜଣେ ବ୍ୟକ୍ତିଙ୍କ ବାମ ହାତରେ ଗୁଳି ବାଜିଛି।!-->…
‘ପୃଥ୍ୱୀ-୨’ର ସଫଳ ପରୀକ୍ଷଣ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଣ୍ଟଆଇଟିଣ୍ଟଆର୍ ପକ୍ଷରୁ ବୁଧବାର କରାଯାଇଥିବା କ୍ଷେପଣାସ୍ତ୍ର!-->…
ଯୁବକଙ୍କ ଆତ୍ମହତ୍ୟା
ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ଚନ୍ଦାହାଣ୍ଡି ଥାନା ମୋହରା ପଞ୍ଚାୟତ ଆମଗୁଡା ଗାଁରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି!-->…
ଚାଲାଣ ବେଳେ ୫୦ହଜାର ଟଙ୍କାର କାଠ ଜବତ
ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ପଡୋଶୀ ଛତିଶଗଡକୁ ଚାଲାଣ ବେଳେ ଚନ୍ଦାହାଣ୍ଡି ବନ ବିଭାଗ ପକ୍ଷରୁ ଜବତ କରାଯାଇଛି କାଠପଟ୍ଟା । ଜବତ!-->…
ନାଳରେ ପଡ଼ି ଜଣଙ୍କ ମୃତୁ୍ୟ
ଦଶମନ୍ତପୁର,(ବି.ବି.ନୁ୍ୟଜ୍): ନାଳରେ ପଡି ଦଶମନ୍ତପୁର ଥାନା ବଦଳିକୁଡୁମାର ଜଣେ ବ୍ୟକ୍ତିଙ୍କ ଆଜି ମୃତୁ୍ୟ ଘଟିଛି । ମୃତକ ହେଲେ ଜଗ!-->…
ଗୋଟିଏ ଗୋଡ ଥିବା ନବଜାତ ଶିଶୁ ଜନ୍ମ, ପୁଣି ମଳଦ୍ବାର ଏବଂ…
ବଲାଙ୍ଗୀର: ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗୋଡ ଥିବା ନବଜାତ ଶିଶୁ ଜନ୍ମ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ!-->…
ମାନିଲେନି କଟକଣା, ସିଲ୍ ହେଲା ଦୋକାନ
ବଲାଙ୍ଗୀର : କୋଭିଡ୍-୧୯ ଆଇନ ଉଲଂଘନ କରିବା ଯୋଗୁଁ ବଲାଙ୍ଗୀରରେ ସିଲ୍ ହେଲା ଦୋକାନ । ସହରରେ ଥିବା ରିଲାଏନ୍ସ ମାର୍ଟ, ସମଲେଶ୍ଵରୀ!-->…

