Browsing Category
ଓଡ଼ିଶା
୨୪ ବାଇକ୍ ଜବତ, ଗୃହରକ୍ଷୀ ସହ ୬ ଗିରଫ
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତି ପୁଲିସ ସୋମବାର ଏକ ବାଇକ୍ ଚୋର ର୍ୟାକେଟକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୪ଟି!-->…
କାର୍ ସହ ଗଞ୍ଜେଇ ଜବତ, ୪ ଗିରଫ
ଫୁଲବାଣୀ,(ବି.ବି.ନୁ୍ୟଜ୍): କନ୍ଧମାଳରେ ବେଆଇନ ଗଞ୍ଜେଇ ଚାଲାଣ ଥମିବାର ନାଧରୁନି । ଫିରିଙ୍ଗିଆ ଥାନା ସପ୍ତାହ ମଧ୍ୟରେ ୩ଟି ଗଞ୍ଜେଇ!-->…
କାନ୍ଦ ବୋବାଳିରେ ଫାଟିପଡ଼ୁଛି ସୁନାନ୍ତର
ଶେରଗଡ଼,(ବି.ବି.ନୁ୍ୟଜ୍): ହୋମଗାର୍ଡ ବନବାସୀ ମହାରଣାଙ୍କ ମରଶରୀର ଆଜି ଶେରଗଡ଼ ବ୍ଲକ ସୁନାନ୍ତର ଗ୍ରାମରେ ପହଞ୍ଚିଛି । ବନ୍ଧୁ ବାନ୍ଧବ,!-->…
୫ମ ରାଜ୍ୟ ଅର୍ଥ କମିଶନକୁ ନେଇ ଆଲୋଚନା
ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ୍): ପାରଳାଖେମୁଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସୋମବାର ଗଜପତି ଜିଲ୍ଲା ପରିଷଦ ବୈଠକ ଅନୁÂିତ!-->…
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା
ସିମୁଳିଆ,(ବି.ବି.ନୁ୍ୟଜ୍): ସିମୁଳିଆ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।!-->…
ହାଇପରସୋନିକ ଯାନର ସଫଳ ପରୀକ୍ଷଣ
ବାଲେଶ୍ୱର(ବି.ବି.ନୁ୍ୟଜ୍): ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିÂାନ(ଡିଆର୍ଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବ୍ଦୁଲ୍ କାଲାମ!-->…
ଶ୍ରମିକଙ୍କ ସମସ୍ୟା ତୁଟିଲା
ବାଲେଶ୍ୱର, (ବି.ବି.ନୁ୍ୟଜ୍): ବହୁ ପ୍ରତୀକ୍ଷିତ ବିର୍ଲା ଟାୟାର ଶ୍ରମିକ ସମସ୍ୟାର ଅନ୍ତ ଘଟିଛି । ମଙ୍ଗଳବାରଠାରୁ ପୂର୍ବ ଭଳି ଏହି!-->…
ଭିନ୍ନ ମୋଡ଼ ନେଲା ଆଦିତ୍ୟ ଦାଶଙ୍କ ମୃତୁ୍ୟ ଘଟଣା
ବାଲେଶ୍ୱର,(ବି.ବି.ନୁ୍ୟଜ୍): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତୁ୍ୟ ଘଟଣା ଭିନ୍ନ ମୋଡ଼ ନେଇଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ!-->…
୨ ବର୍ଷର ଶିଶୁକୁ ଟାଙ୍ଗିଆରେ ହାଣି ହତ୍ୟା
ମାଥିଲି,(ବି.ବି.ନୁ୍ୟଜ୍): ଦୁଇ ବର୍ଷ ତିନି ମାସର ଏକ ଶିଶୁକୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ!-->…
ରାଜଦ୍ରୋହ ଅଭିଯୋଗରେ ଗିରଫ ସାଲେପୁର ଯୁବକ
ସାଲେପୁର,(ବି.ବି.ନୁ୍ୟଜ୍): ରାଜଦ୍ରୋହ ଅଭିଯୋଗରେ ଗିରଫ ସାଲେପୁରର ଯୁବକ ସୟଦ ହସନ୍ ଅହମ୍ମଦକୁ ଆଜି ଉତ୍ତରପ୍ରଦେଶ ପୁଲିସ ୪ଦିନିଆ!-->…

