Browsing Category
ଓଡ଼ିଶା
ଡ୍ୟୁଟି ବେଳେ କର୍ମଚାରୀଙ୍କ ମଦ୍ୟପାନ
ଯାଜପୁର,(ବି.ବି.ନ୍ୟୁଜ୍):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀଙ୍କୁ ୫-ଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।!-->…
୨୦ହଜାର ଲାଞ୍ଚ ମାଗି ଧରାପଡ଼ିଲେ ଦେଓଗାଁ ଅତିରିକ୍ତ ତହସିଲଦାର
ବଲାଙ୍ଗୀର,(ବି.ବି.ନ୍ୟୁଜ୍): ବାଲି ଚାଲାଣ ପାଇଁ ଅନୁମତି ଦେବାକୁ ୨୦ହଜାର ଟଙ୍କା ଲାଞ୍ଚ ମାଗି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅତିରିକ୍ତ!-->…
ପୁଣି ଲୋନ୍ କେଳେଙ୍କାରୀ:୪ ଲକ୍ଷ ଧରି ମହିଳା ଛୁ
ଜୟପୁର,(ବି.ବି.ନ୍ୟୁଜ୍): ମହାରଣୀପେଟା ଅଞ୍ଚଳରୁ ଗ୍ରୁପ ଟଙ୍କା ଧରି ଜଣେ ମହିଳା ଫେରାର ହେବା ମାମଲାର ସମାଧାନ ନହେଉଣୁ ଆଉ ଏକ ଘଟଣା ଏବେ!-->…
ସ୍କୁଲ ଛାତ ଭୁଶୁଡ଼ି ୧୪ ଛାତ୍ରୀ ଆହତ
ରାୟଗଡ଼ା,(ବି.ବି.ନ୍ୟୁଜ୍): ପବିତ୍ର ବାହୁଡା ଯାତ୍ରା ଦେଖିବା ସମୟରେ ଘଟିଛି ଅଘଟଣ । ବିଦ୍ୟାଳୟ ଛାତ ଭୁଶୁଡି ୧୪ ଜଣ ଛାତ୍ରୀ ଆହତ!-->…
ଟ୍ରକ୍ ଚାପାରେ ଦୁଇ ମୃତ
ଭଞ୍ଜନଗର,(ବି.ବି.ନ୍ୟୁଜ୍): ଗତ ରାତିରେ ଟ୍ରକ୍ ଚାପାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ରାତି ପ୍ରାୟ ୧୧ଟା ସମୟରେ ଗଞ୍ଜାମ!-->…
ଭୋଜି ଖାଇ ଫେରୁଥିଲେ: ଟ୍ରାକ୍ଟର୍ ଦୁର୍ଘଟଣାରେ ଜଣେ ମୃତ, ୪୦ ଆହତ
ଗୋଷାଣି, (ବି.ବି.ନ୍ୟୁଜ୍): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଏସ୍.ସୋବରା ଗାଁ ନିକଟରେ ଶୁକ୍ରବାର ଅପରାହ୍ଣରେ ଏକ ଟ୍ରାକ୍ଟର୍!-->…
ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କ: ଭ୍ୟାନିଟି ଓ ସୁନାହାର…
ଯାଁଳା,(ବି.ବି.ନ୍ୟୁଜ୍): ୧୬ ନମ୍ବର ଜାତୀୟ ରାଜପଥରେ ଲୁଟେରା ଆତଙ୍କ ଖେଳାଇ ଚାଲିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବାଇକ୍ ପଛରେ ବସି!-->…
ଆଜି ମହାବାହୁଙ୍କ ସୁନାବେଶ
ପୁରୀ,(ବି.ବି.ବ୍ୟୁରୋ): ଉକ୍ରଳ ସମ୍ରାଟ ଓଡ଼ିଆଙ୍କ ରାଷ୍ଟ୍ରଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଅସନ୍ତାକାଲି ଶନିବାର ଦିନ ରଥ ଉପରେ ବଡ଼ତଢ଼ାଉ!-->…
ମହିମା ମିଶ୍ରଙ୍କ ଜାମିନ୍ ମାମଲା: ସିଡି ଦାଖଲ ନିର୍ଦ୍ଦେଶ
କଟକ,(ବି.ବି.ନ୍ୟୁଜ୍): ସିୱେଜ୍ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ର ଜାମିନ୍ ଆବେଦନ!-->…
ସାରଥୀ ଜାମିନ୍ ମାମଲା:୧୭ରେ ପୂର୍ଣ୍ଣାଙ୍ଗ ଶୁଣାଣି
କଟକ,(ବି.ବି.ନ୍ୟୁଜ୍): ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ନିର୍ଯାତନା ଦେବା ମାମଲାରେ ଜାମିନ୍ ଆବେଦନ କରି ସାରଥୀ ଓରଫ ସନ୍ତୋଷ ରାଉଳ!-->…