Browsing Category
ଓଡ଼ିଶା
ଉଠିଲା ୧୨ଦୁଆରଘଡ଼ା: ଚାଲିଛି ପ୍ରଭା କାମ
ପୁରୀ,(ବି.ବି.ନ୍ୟୁଜ୍): ମଝିରେ ରହିଲା ଆଉ ଗୋଟିଏ ଦିନ । ବୁଧବାର ତିନି ରଥ ପହଞ୍ଚିବ ସିଂହଦ୍ୱାରରେ । ସୋମବାର ନିର୍ମାଣକାରୀମାନେ!-->!-->!-->…
ମେଡିକାଲ କଲେଜରେ ବଢ଼ିବ ୩ ଶହ ଶଯ୍ୟା
କୋରାପୁଟ,(ବି.ବି.ନ୍ୟୁଜ୍): ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୩ ଶହ ଶଯ୍ୟା ବଢ଼ିବ । ଏଥିଲାଗି ଖର୍ଚ୍ଚ ହେବ ୧୦୫ କୋଟି ଟଙ୍କା ।!-->!-->!-->…
ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା: ୫ ମୃତ
ଦିଗପହଣ୍ଡି/ବଡ଼ଚଣା/ଚଣ୍ଡିଖୋଲ/ମାଲକାନଗିରି, (ବି.ବି.ନୁୂ୍ୟଜ୍): ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୫ଜଣ ବ୍ୟକ୍ତିଙ୍କ!-->!-->!-->…
ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ:୨ ମୃତ, ୪ ଗୁରୁତର
ଜଳେଶ୍ୱର,(ବି.ବି.ନ୍ୟୁଜ୍): ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ମେଡିକାଲ ଯାଉଥିବା ଏକ ଆମ୍ବୁଲାନ୍ସ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ!-->!-->!-->…
ଢେଙ୍କାନାଳରେ ଯୋଡ଼ା ଶିଶୁକନ୍ୟା ଜନ୍ମ
ଢେଙ୍କାନାଳ, (ବି.ବି.ନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଯୋଡ଼ା ଶିଶୁକନ୍ୟା ଜନ୍ମ ଗ୍ରହଣ କରିଛନ୍ତି ।!-->!-->!-->…
ବହିଷ୍କୃତ କର୍ମଚାରୀଙ୍କ ହଙ୍ଗାମା: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି…
ନୂଆପଡ଼ା,(ବି.ବି.ନ୍ୟୁଜ୍): ସରକାରୀ ଟଙ୍କା ଆତ୍ମସାତ୍ ଘଟଣାରେ ଛନ୍ଦି ହୋଇଥିବା ଜଣେ ଯୁବକ ଆଜି ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ!-->!-->!-->…
ଅସଲି ପୁଲିସ୍ର ନକଲି ସ୍କ୍ୱାଡ୍ : ଓକିଲ ଓ ପୁଲିସ୍ ସହ ୩ ଗିରଫ, ୨…
ବରଗଡ଼,(ବି.ବି.ନ୍ୟୁଜ୍): ସମାଜର ରକ୍ଷକ ଥିବା ସୁରକ୍ଷାକର୍ମୀ ଭକ୍ଷକ ସାଜିଛି । ଆଉ ଏଥିରେ ଆଇନର ମାର୍ଗଦର୍ଶକ ସହଯୋଗ କରିଛି । କଥାଟି!-->!-->!-->…
ସରକାରୀ ସମ୍ପତ୍ତି ଧ୍ୱସ୍ତ କରିବାକୁ ନକ୍ସଲଙ୍କ ଯୋଜନା
ରାଉରକେଲା,(ବି.ବି.ନ୍ୟୁଜ୍): ସରକାରୀ କୋଠା ଧ୍ୱସ୍ତ କରିବା ଏବଂ ସରକାରୀ କର୍ମଚାରୀଙ୍କୁ ଅପହରଣ ପାଇଁ ଯୋଜନା ନକ୍ସଲମାନେ କରିଥିବା!-->!-->!-->…
ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ପୁରୀ,(ବି.ବି.ନ୍ୟୁଜ୍): ମଙ୍ଗଳବାର ଦିନ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବ । ଅପରାହ୍ନରେ ମହାପ୍ରଭୁଙ୍କ ନବଯୌବନ ପ୍ରାପ୍ତି ହେବା ପରେ!-->!-->!-->…
ସରିଗଲା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ, କିନ୍ତୁ ସରୁନି…
କେନ୍ଦ୍ରାପଡା (ବି.ବି.ନ୍ୟୁଜ୍): ସରିଗଲା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ। କିନ୍ତୁ ସରୁନି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ନବୀନ!-->…