Browsing Category
ଖେଳ
‘ଟୋକିଓ ଟିକେଟ୍’ ସଫଳ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସବୁ ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟାଇ ଭାରତୀୟ ମହିଳା ଓ ପୁରୁଷ ଦଳ ଆଗାମୀ ୨୦୨୦ ଟୋକିଓ!-->…
ଭାରତର ‘ଟୋକିଓ ଟିକେଟ୍’ ଆଶା ଉଜ୍ଜ୍ୱଳ: ମହିଳା ଦଳ ୫-୧ରେ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତୀୟ ପୁରୁଷ ଓ ମହିଳା ଦଳ ପାଇଁ କଳିଙ୍ଗ ଷ୍ଟାଡିୟମ୍ ସୌଭାଗ୍ୟପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଏଠାରେ!-->…
ଗିନିଜ୍ ରେକର୍ଡ ଲକ୍ଷ୍ୟ: ସ୍କେଟର୍ଙ୍କୁ ଶୁଭେଚ୍ଛା
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ବେଲଗାଁ ଠାରେ ଶିବଗଙ୍ଗା ରୋଲର୍ ସ୍କେଟିଂ କ୍ଲବ୍ ତରଫରୁ!-->…
କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲିମ୍ପିକ୍ କ୍ବାଲିଫାଏ ହକି…
ଭୁବନେଶ୍ବର: ପୁଣି ଥରେ କଳିଙ୍ଗ ଷ୍ଟାଡିୟମ ରେ ଖେଳାଯିବ ଏଫଆଇଏଚ ଅଲିମ୍ପିକ କ୍ବାଲିଫାଏ ହକି ଟୁର୍ଣ୍ଣାମେଣ୍ଟ । ୨୦୨୦ ଟେ।କିଓ ଅଲିମ୍ପିକ!-->…
ବଲାଙ୍ଗୀର ବିଚ୍ ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ ଯୁବତୀ
ବଲାଙ୍ଗୀର: ବଲାଙ୍ଗୀର ସହରରେ ଜଣେ କମ ବୟସର ବିବାହିତ ଯୁବତୀ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।!-->…
ଆଇଏସ୍ଏଲ୍-୬: ଏଟିକେର ଏକତରଫା ବିଜୟ
କୋଲକାତା: ଘରୋଇ ଏଟିକେ ଏବଂ ହାଇଦ୍ରାବାଦ ଏଫ୍ସି ମଧ୍ୟରେ ଚଳିତ ଆଇଏସ୍ଏଲ୍ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ ଏକତରଫା ରହିଥିଲା । ଏଟିକେ!-->…
ରାଜ୍ୟ ପୁଲିସ କବାଡ଼ି, ହ୍ୟାଣ୍ଡବଲ୍ ପ୍ରତିଯୋଗିତା:ଓଏସ୍ଏପି ଷÂ…
କଟକ,(ବି.ବି.ବୁ୍ୟରୋ): ରାଜ୍ୟ ପୁଲିସ୍ କବାଡି ଓ ଅଷ୍ଟମ ହ୍ୟାଣ୍ଡବଲ୍ ପ୍ରତିଯୋଗିତାର କବାଡିରେ ଓଏସ୍ଏପି ଷÂ ବାଟାଲିୟନ୍ ଚାମ୍ପିଅନ୍ ଓ!-->…
ଯୋଗଦେଲେ ନୂଆ ବୋଲିଂ କୋଚ ଭିଟ୍ଟୋରି
ଢ଼ାକା: ଆସନ୍ତା ୩ ତାରିଖରୁ ବାଂଲାଦେଶ ଦଳର ଭାରତ ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ଦଳ ୩ଟି ଟି-ଟ୍ୱେଣ୍ଟି ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ!-->…
କ୍ରିକେଟ୍ ହେବ ଦୁର୍ନୀତି ମୁକ୍ତ: ଗାଙ୍ଗୁଲି
କୋଲକାତା: ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ କ୍ରିକେଟର ବିକାଶ ଦିଗରେ ଗୁରୁତ୍ୱ ଦେଉଛନ୍ତି ।!-->…
ବୁମ୍ରାଙ୍କର ଅସ୍ତେ୍ରାପଚାର ଆବଶ୍ୟକ ନାହିଁ: ଅରୁଣ
ନୂଆଦିଲ୍ଲୀ: ମେରୁଦଣ୍ଡର ନିମ୍ନଭାଗରେ ଫାଟ୍ ହେବା କାରଣରୁ ଜାତୀୟ ଦଳରୁ ଦୂରେଇ ରହିଥିବା ପେସ୍ ବୋଲର ଜଶପ୍ରୀତ୍ ବୁମ୍ରା ଖୁବଶୀଘ୍ର!-->…