ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ

Get real time updates directly on you device, subscribe now.

ରଣପୁର : ପବିତ୍ର ଗଣେଶ ପୂଜା ଅବସରରେ ମାନ୍ୟବର ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋଲପଟା,ଶରଣକୂଳ,ଗୋଲଗାଁ ଏବଂ ରଣପୁରଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗଣେଶ ପୂଜାରେ ନିଜକୁ ସାମିଲ କରିଥିଲେ ବାଚସ୍ପତି ସୁରମା ପାଢୀ। ପ୍ରଭୁଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ l ତତ୍ ସଙ୍ଗେ ସ୍ଥାନୀୟ ଜନ ସାଧାରଣଙ୍କୁ ଭେଟି ପୂଜାର ଅଭିନନ୍ଦନ ଦେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେବେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଏଭଳି ଜନ ସମ୍ପର୍କ ଯାତ୍ରାକୁ ସାଧାରଣରେ ପ୍ରଶଂସା କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons