ଓଡ଼ିଶା ସାହିତ୍ୟ ଏକାଡେମୀର ଭଞ୍ଜ ସ୍ମୃତିସଭା

Get real time updates directly on you device, subscribe now.

{ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ }: ଅଗମ୍ୟ ଜଙ୍ଗଲ ଚନ୍ଦ୍ରଗିରି ପାହାଡ଼ର ପାଦ ଦେଶରେ ନିଜ ରଣକୌଶଳର ପ୍ରମୁଖ ସ୍ଥାନ ବାଛି ତେର ବର୍ଷ ବୟସରେ ଇଂରାଜୀମାନଙ୍କ ବିରୁଦ୍ଧରେ ଲଢ଼େଇ ଆରମ୍ଭ କରିଥିଲେ। ୧୮୩୭ ମସିହା ଠାରୁ ୧୮୫୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୦ବର୍ଷ ଧରି ନିଜ ମାତୃଭୂମି ପାଇଁ ଜୀବନକୁ ଉତ୍ସର୍ଗ କରି ଶେଷରେ ଲଢ଼ୁଆ ବୀର ହଠାତ୍‍ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ଯେଉଁଥିରେ ଆଜି ବି ଇତିହାସ ନୀରବ। ଯୁବ ସଂଗ୍ରାମୀ ଚକରାଙ୍କ ସାମରିକ ସଂଗଠନ ଥିଲା ଅତି ଚମତ୍କାର। ଘୁମୁସରର ଜନଜାତି ମହାନାୟକ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୩ତମ ଜୟନ୍ତୀ ଗତ ଶାମ୍ବ ଦଶମୀ ତିଥିରେ ସରକାର ତାଙ୍କ ଜନ୍ମସ୍ଥାନ ବିଞ୍ଜଗିରିରେ ପାଳନ କରିଛନ୍ତି। କିନ୍ତୁ ଆଜି ବି ଚକରା ବିଷୋୟୀ ଘୁମୁସରବାସୀଙ୍କ ନିକଟରେ ପହଞ୍ôଚ ପାରିନାହାନ୍ତି। ତାଙ୍କ ଜୀବନ ବିଷୟରେ ଛାତ୍ରଛାତ୍ରୀମାନେ ଅବଗତ ହୋଇ ନାହାନ୍ତି। ତେଣୁ ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଏହି ପରିପ୍ରେକ୍ଷୀରେ ପୂର୍ବରୁ ୧୦ଗୋଟି ବିଦ୍ୟାଳୟରେ ତାଙ୍କ ଜୟନ୍ତୀ ପାଳନ ପାଳନ କରିବା ସହିତ ବିଦ୍ୟାଳୟକୁ ଫଟୋ ପ୍ରଦାନ କରିଥିଲା। ଆଜି ପୁଣି ଧନଞ୍ଜୟନଗର ପ୍ରାଥମିକ ବିଦ୍ୟାଳୟ ଏବଂ ଡକ୍ଟର ସଦାନନ୍ଦ ବିଦ୍ୟାପୀଠ, ନୂଆଗାଁରେ ଫଟୋ ପ୍ରଦାନ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କ ତତ୍ତ୍ୱାବଧାନରେ ଉପସଭାପତି ସୁବାସ ଚନ୍ଦ୍ର ତାରିଣୀ, ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା, ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ ସହଯୋଗରେ ଫଟୋ ପ୍ରଦାନ କରାଯାଇଥିଲା। ଧନଞ୍ଜୟନଗର ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ବନ୍ଦନା ପ୍ରଧାନ ଏବଂ ନୂଆଗାଁ ଠାରେ ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା। ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

Get real time updates directly on you device, subscribe now.

10 Comments
  1. levothyroxine tablets

    levothyroxine tablets

    levothyroxine tablets

  2. azitrocin

    azitrocin

    azitrocin

  3. dutasteride prescription ireland

    dutasteride prescription ireland

  4. misoprostol for iud

    misoprostol for iud

    misoprostol for iud

  5. furosemide 20 mg for dogs

    furosemide 20 mg for dogs

  6. vibramycin doxycycline hyclate 100mg

    vibramycin doxycycline hyclate 100mg

  7. cenforce 200 black pill

    cenforce 200 black pill

  8. tadalafil walmart

    tadalafil walmart

    tadalafil walmart

  9. stendra generic price

    stendra generic price

    stendra generic price

  10. can flagyl cause upset stomach

    can flagyl cause upset stomach

Comments are closed, but trackbacks and pingbacks are open.

Show Buttons
Hide Buttons