{ ଜୟପୁରରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : କୋରାପୁଟ – କୋତୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦ | ଗୋଟାଏ ବଗି ଲାଇନଚ୍ୟୁତ | ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ଇଂଜିନ | ଇଂଜିନ ସହ ୪ ଟି ବଗି ପାରି ହେବା ପରେ ୫ ନଂ ବଗି ଲାଇନଚ୍ୟୁତ | ବଚେଲିରୁ ଲୁହାପଥର ବୋଝେଇ ଟ୍ରେନଟି -ବିଶାଖାପାଟଣା ଯାଉଥିଲା | ଚିମିଡିପାଲି ଷ୍ଟେସନ ୟାର୍ଡରେ ଲାଇନଚ୍ୟୁତ ହୋଇଛି ଟ୍ରେନର ଆଗ ପଟୁ ୫ ନଂ ବଗି ଲାଇନଚ୍ୟୁତ ହୋଇଛି | କୋରାପୁଟ ଓ ବିଶାଖାପାଟଣାରୁ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳକୁ ଯାଇଥିବା ରେଳ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Comments are closed, but trackbacks and pingbacks are open.