ରୌପ୍ୟ ଜୟନ୍ତୀ କ୍ରୀଡା ପୁରସ୍କାର ଜୟନ୍ତୀ ବିତରଣୀ ଉତ୍ସବ

Get real time updates directly on you device, subscribe now.

{ ପୁରୀରୁ କଳ୍ପତରୁ ମହାନ୍ତିଙ୍କ ରିପୋର୍ଟ } : ୨୫ ତମ ଶ୍ରୀ କ୍ଷେତ୍ର କ୍ରୀଡା ସନମାନ ଉତ୍ସବ ସ୍ଥାନୀୟ ୟୁଥ୍ହ ହଷ୍ଟେଲ ରେ ମହା ଆଡ଼ ମ୍ବର ରେ ଅନୁଷ୍ଠିତ ହୋଇଯାଇଛି ।ଏଥି ରେ ମୁଖ୍ୟ ରୂପେ ରାଜ୍ୟସଭା ସାଂସଦ ଶ୍ରୀ ଯୁକ୍ତ ଶୁଭାଷିସ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ , ସଂମାନ ଅତିଥି ପଶ୍ଚିମ ବଙ୍ଗ ହାୱା ଡା ର ବିଶ୍ୱ କ୍ରାଅଭ୍ ମାଗ ସଂଘ ଭାରତ ର ସଭାପତି ଓ ମୁଖ୍ୟପ୍ରତିସିକ ଶ୍ରୀ ଯୁକ୍ତବିଜୟ ସ୍ବା ଶ୍ରୀ ଯୁକ୍ତ ଅଶୋକ କୁମାର ମିଶ୍ର , ମୁଖ୍ୟ କୋଚ୍ ଭାରତୀୟ ଜିମ୍ନା ଷ୍ଟିକ୍ ସଂଘ ସହ ସଂମାନିୟ ଅତିଥି ଭାବେ ସାମ୍ବାଦିକ ପୀତବାସ ନାୟକ ଓ ଜଗନାଥ ବସ୍ତିଆ , ବରିଷ୍ଠ ସମାଜ ସେବି ଓ କ୍ରୀଡା ପ୍ରେମୀ ଶ୍ରୀ ଯୁକ୍ତ ଚକ୍ର ଧର ମହାପାତ୍ର ଓ ଭଗବାନ ସୁଆର ଏବଂ ପ୍ରାକନନ୍ ଜିଲ୍ଲା କ୍ରୀଡା ସମ୍ପାଦକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ଏଥିରେ ୧୪ ଜଣଙ୍କୁ ଶ୍ରୀ କ୍ଷେତ୍ର କ୍ରୀଡା ସଂମାନ ପ୍ରଦାନ କରା ଯାଇଥିଲା , ପୁରସ୍କୃତ ବ୍ୟକ୍ତି ମଧ୍ୟରେ ଜୀବନ ଜପି ଅବଦାନ ପାଇଁ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର ପାଢୀ , କ୍ରୀଡା ସଂଘ ଠକ ଭାବେ ଭଗବା ସୁ ଆର କ୍ରୀଡା ଉର୍ନତି ପାଇଁ ,ଶ୍ରୀ ଯୁକ୍ତ ନରସିଙ୍ଘ୍ ତିଆଡି ଙ୍କସହ ପ୍ରତିସକ୍ ଭାବେ ଅକ୍ଷୟ କୁମାର ବ୍ରହ୍ମା (ଜୁଡ) ରଞ୍ଜନ ରେଡି (ଜିମ୍ନା ଷ୍ଟିକ୍),ରଶ୍ମି ରଞ୍ଜନ ତ୍ରିପାଠୀ(ହାଣ୍ଡ ବଲ) ଓ ରମେଶ ଚନ୍ଦ୍ର ପରିଡା , ଶ୍ରୀ ଯୁକ୍ତ ସତ୍ୟ ନାରାୟଣ ରାଉତରାୟ ଓ ସମ୍ବାଦ ମୁଖ୍ୟ ଓ ପ୍ରମୟ ର ଫଟୋ ସାମ୍ବାଦିକ ଶ୍ରୀ ଯୁକ୍ତ କାର୍ତିକ ସେନାପତି ଙ୍କୁ ଓ ଫଟୋ ସାମ୍ବାଦିକ ଙ୍କୁ ସଂ ମାନିତ କରା ଯାଇଥିଲା। ଏଥିସହ ସୁନାମ ଧନ୍ୟ କ୍ରୀଡା ପ୍ରେମୀଙ୍କୁ ସନ୍ ମାନିତ କରାଯାଇଥିଲା ଶ୍ୟାମ ପ୍ରକାଶ ସେନାପତି ସଭା ପରିଚାଳନା ବେଳେ ସନ୍ତୋଷ କୁମାର ପାତ୍ର ଉମାକାନ୍ତ ବେହେରା ,କଳ୍ପତରୁ ମହାନ୍ତି ଓ ରାମ ଚନ୍ଦ୍ର ମେକାପ ପରିଚାଳନା ରେ ସହଯଗୋ କରିଥିଲେ | ସର୍ବ ଶେଷରେ ଜୟ କୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons