{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ପଲିଥିନ ଉପରେ କିଛି ଦିନ ହେଲା କଟକଣା ହୋଇ ନଥିବାରୁ ସହରରେ ବହୁଳ ବ୍ୟବହାର ହେଉଛି ।ଚା ଦୋକାନ ଠାରୁ ଆରମ୍ଭ କରି ସବୁ ଦୋକାନରେ ପଲିଥିନ ବହୁଳ ବ୍ୟବହାର ହେଉଅଛି। ଯାହା ଦ୍ୱାରା ପରିବେସ ପ୍ରଦୂଷଣ ହେବ। ସହ ଡ୍ରେନରେ ରାସ୍ତା ଘାଟରେ ପଡୁଛି। ପଲିଥିନରେ ଥିବା ଖାଦ୍ୟ ଖାଇ ଲେ ଗାଈ ଗୋରୁ ନାନା ଅସୁବିଧାର ସମ୍ମୁଖୀନ ହେବେ ଏଥି ପ୍ରତି ଯତ୍ନବ।ନ ହେବା ଉଚିତ। ତେଣୁ ଜିଲ୍ଲା ପ୍ରଶାସନ ଏହାର ଉଚିତ ପଦକ୍ଷେପ ନେବ। ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।
Comments are closed, but trackbacks and pingbacks are open.