ଲିଙ୍ଗିପୁର ଏସ୍‌ବିଆଇ ଏଟିଏମ୍ ଲୁଟ୍ ଘଟଣା : ଦୟା ଦଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍

Get real time updates directly on you device, subscribe now.

ଭୁବନେଶ୍ଵର : ଶିଶୁପାଳଗଡ଼ ଲିଙ୍ଗିପୁର ଏସ୍‌ବିଆଇ ଏଟିଏମ୍ ଲୁଟ୍ ଘଟଣା । ଦୟା ଦଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ । ଏହା ସହ ଏକ ପିକଅପ୍ ଭ୍ୟାନ୍ ଜବତ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍ ଖାଲି କରିବା ପରେ ଏହାକୁ ନଦୀକୂଳରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି। ଏହି ଘଟଣା ପରେ କମିଶନରେଟ୍ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି। ପ୍ରକାଶ ଥାଉକି, ସୋମବାର ବିଳମ୍ଵିତ ରାତିରେ କିଛି ଦୁର୍ବୃତ୍ତ ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା ଏସ୍‌ବିଆଇ ଏଟିଏମ୍ ତାଡ଼ି ନେଇଥିଲେ। ଏଟିଏମକୁ ଲୁଟିନେବା ପରେ ଏଟିଏମ ଭିତରେ ଓ ବାହାରେ କିଛି ଟେଣ୍ଟ ହାଉସ୍ କପଡ଼ା ଛାଡି ଚାଲିଯାଇଥିଲେ। ଆଜି ଦୟା ଦଦୀ କୂଳରୁ ଏହି ଭଙ୍ଗା ଏଟିଏମ୍ ଉଦ୍ଧାର ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍ ଖାଲି କରିବା ପରେ ଏହାକୁ ନଦୀକୂଳରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons