ରେଷ୍ଟୁରାଣ୍ଟରୁ ଲୁଟିନେଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ବସଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ୍ ଛକରେ ଥିବା ୟମି ନାମକ ରେଷ୍ଟୁରାଣ୍ଟରୁ ଲୁଟିଛନ୍ତି ଦୁର୍ବୃତ୍ତ । ବୁଧବାର ରାତିରେ ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟର ପଛପଟ ସଟର ଓ ଅଜବେଷ୍ଟସ ଭାଙ୍ଗି ଭିତରକୁ ପଶି ଲୁଟ୍ କରିଛନ୍ତି । ତେବେ ରେଷ୍ଟୁରାଣ୍ଟରୁ ଟଙ୍କା ସହ ସାମଗ୍ରୀ ଲୁଟିଥିବା ବେଳେ ତାର ଜୁସ୍ ୟୁନିଟରୁ ମଧ୍ୟ ଲୁଟ୍ କରିଛନ୍ତି । ଖବର ପାଇ ଟାଉନ୍ ପୋଲସ ପହଞ୍ଚି ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons