ସୁଭଦ୍ରା ଯୋଜନାକୁ ନେଇ ପଦଯାତ୍ରା

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } :ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବି ଶିତାପୂର୍ ଗ୍ରାମରେ ଆଜିସୁଭଦ୍ରା ଯୋଜନାକୁ ନେଇ ପଦଯାତ୍ରା କରାଯାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ଏହି ପଦଯାତ୍ରା ରେ , , ଅଙ୍ଗନବାଡ଼ି କର୍ମୀ,ଅଙ୍ଗନବାଡ଼ି ହେଲ୍ପର୍, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଯୋଗ ଦେଇ ସୁଭଦ୍ରା ଯୋଜନା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା କରି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ବି ଶିତପୂର୍ ଗ୍ରାମର ଅଙ୍ଗନାବାଡି କର୍ମୀ ପୁଷ୍ପା ଅଞ୍ଜଳୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇଥିଲା |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons