ଈଶ୍ବରୀୟ ବିଶ୍ଵବିଦ୍ୟାଳୟ ଜଗତସିଂହପୁର ପକ୍ଷରୁ ବୃକ୍ଷ ରୋପଣ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : ଜଗତସିଂହପୁର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ ତରଫରୁ ସ୍ଥାନୀୟ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କୈଳାସ ଚନ୍ଦ୍ର ମଲ୍ଲିକ, ଉପ ନିର୍ଦ୍ଦେଶକ ବ୍ର.କୁ. ଡ଼ା. ସରୋଜ କୁମାର ମଲ୍ଲିକ, ଜଗତସିଂହପୁର ଭେଟନାରୀ ଅଫିସର ଡା. କୁଞ୍ଜବିହାରୀ ସ୍ବାଇଁ, ବ୍ରହ୍ମା କୁମାରୀ କେନ୍ଦ୍ର ସହସଞ୍ଚାଳିକା ବ୍ର.କୁ. ସୁଷମା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ର.କୁ. ମିହିର କୁମାର ପାଲ୍ ଙ୍କ ମିଳିତ ତତ୍ବାବଧାନରେ ଚାରା ରୋପଣ କରାଯାଇଥିଲା। ଏ. ଭି. ସ୍. ଡ଼ା. ଲୋପାମୁଦ୍ରା ମଲ୍ଲିକ, ଭି. ଏ. ସ୍. ଡ଼ା. ଉତ୍କଳୀକା ପ୍ରିୟଦର୍ଶିନୀ, ବ୍ର. କୁ. ସତ୍ୟବତୀ, ବ୍ର. କୁ. ନିର୍ମଳା,ବ୍ର. କୁ. ହରେକୃଷ୍ଣ, ବ୍ର. କୁ. ସନାତନ,ଶ୍ରୀ ଗୁରୁପ୍ରସାଦ ଦାସ, ସୁଚିସ୍ମିତା ତାରେଣିଆ, ରୈ।ପ୍ୟବ।ଳା ଲେଙ୍କା ତଥା ଅନ୍ୟ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟର ପରିବେଶ ସୁରକ୍ଷା କ୍ଷେତ୍ରରେ କଲ୍ୟାଣକାରୀ ଯୋଜନାକୁ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଭୂୟସୀ ପ୍ରଶଂସା କରି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ଏହା ସହିତ ଚିକିତ୍ସା କେନ୍ଦ୍ର ପରିସରରେ ସ୍ବଚ୍ଛତା ରକ୍ଷା କରାଯିବା ପାଇଁ ନିଜର କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons